Svoboda | Graniru | BBC Russia | Golosameriki | Facebook

୮ ସେପ୍ଟେମ୍ବର

ତାରିଖ
୧୦ ୧୧ ୧୨ ୧୩ ୧୪
୧୫ ୧୬ ୧୭ ୧୮ ୧୯ ୨୦ ୨୧
୨୨ ୨୩ ୨୪ ୨୫ ୨୬ ୨୭ ୨୮
୨୯ ୩୦
  ୨୦୨୪ (ରବିବାର)
  ୨୦୨୩ (ଶୁକ୍ରବାର)
  ୨୦୨୨ (ଗୁରୁବାର)
  ୨୦୨୧ (ବୁଧବାର)
  ୨୦୨୦ (ମଙ୍ଗଳବାର)
  ୨୦୧୯ (ରବିବାର)
  ୨୦୧୮ (ଶନିବାର)
  ୨୦୧୭ (ଶୁକ୍ରବାର)
  ୨୦୧୬ (ଗୁରୁବାର)
  ୨୦୧୫ (ମଙ୍ଗଳବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ସେପ୍ଟେମ୍ବର ବର୍ଷର ୨୫୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୪ ଦିନ ବାକି ଅଛି ।

ଘଟଣାବଳୀ

ସମ୍ପାଦନା

[]

  • ୧୭୨୭: ଇଂଲଣ୍ଡରେ ଏକ ମେଳାରେ ଅଗ୍ନିକାଣ୍ଡ ଘଟି ୭୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
  • ୧୯୦୦: ଟେକ୍ସାଜ୍ ଘୂର୍ଣ୍ଣିଝଡ଼ରେ ୬୦୦୦ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୩୪: ନ୍ୟୁୟର୍କ ଉପକୂଳରେ ଯାତ୍ରୀବାହୀ ଜାହାଜରେ ଅଗ୍ନିକାଣ୍ଡ ଘଟି ୧୩୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
  • ୧୯୫୧: ବିଶ୍ୱର ୧୪୮ଟି ରାଷ୍ଟ୍ର ଜାପାନ ସ‌ହ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।
  • ୧୯୬୩: ଆଲଜେରିଆରେ ନୂତନ ଆଇନ ପ୍ରଣୟନ କରାଯାଇଥିଲା ।
  • ୧୯୯୧: ମାସିଡୋନିଆ ସ୍ୱାଧୀନ ହୋଇଥିଲା ।
  • ୨୦୦୪: ନାସାର ମହାକାଶଯାନ ଜେନେସିସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Sep-8, 1994-Trushna Priyadarsini

ସମ୍ପାଦନା

ଦେହାନ୍ତ

ସମ୍ପାଦନା

ପର୍ବପର୍ବାଣି

ସମ୍ପାଦନା

ସମଗ୍ର ବିଶ୍ୱରେ ଏହି ତାରିଖକୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ ।

  1. "ଇତିହାସରେ ଆଜି". ସମାଜ. Retrieved 8 September 2016.

ବାହାର ଲିଙ୍କ

ସମ୍ପାଦନା