Svoboda | Graniru | BBC Russia | Golosameriki | Facebook
Transfiguration pending
Jump to content

ଉଇକିପିଡ଼ିଆ:ଆରମ୍ଭ

ଉଇକିପିଡ଼ିଆ‌ରୁ

ଉଇକିପିଡ଼ିଆ ଏକ ଖୋଲା ଜ୍ଞାନ ମଣ୍ଡଳ ଯାହା ପୃଥିବୀର ସବୁ ଜାଗାର ଦାତା ମାନଙ୍କ ଦ୍ଵାରା ତିଆରି ।

ଉଇକିପିଡ଼ିଆରେ ଲେଖିବା

ଓଡ଼ିଆ ଉଇକିପିଡ଼ିଆରେ କିଛି ଲେଖାଲେଖି କରିବା ପାଇଁ ପ୍ରଧାନ ପୃଷ୍ଠାକୁ ଯାଆନ୍ତୁ ଆଉ ଆପଣଙ୍କୁ ଭଲ ଲାଗୁଥିବା ଲେଖାଟିଏ ଲେଖନ୍ତୁ, ଆପଣଙ୍କ ପାଇଁ କିଛି ଲେଖାର ତାଲିକା ଆମେ ରଖିଛୁ, ସେଥିରୁ ଯେ କୌଣସି ଲେଖାଟିଏ ବାଛି ଆପଣ ଲେଖି ପାରନ୍ତି ।

ଯଦି କିଛି ଲେଖାରେ ଅଦଳ ବଦଳ କରିବାକୁ ଚାହାନ୍ତି ତେବେ ଡାହାଣ ଉପର ପଟରେ ଥିବା ବଦଲାଇବେକୁ ଦବାନ୍ତୁ ।

ବଦଳାଇବା

ଉଇକିପିଡ଼ିଆର ଲେଖା ସବୁ କେହି ବି ବଦଳାଇ ପାରନ୍ତି । ଯଦି ଆପଣ ଲେଖାଟିଏକୁ ବଦଳାଇବାକୁ ଚାହାନ୍ତି ତେବେ ଉପରେ/ତଳେ ଥିବା ବଦଲାଇବେ କୁ ବାଛନ୍ତୁ । ଆପଣ ଉଇକିପିଡ଼ିଆରେ ଖାତାଟିଏ ଖୋଲିନଥିଲେ ବି ନୂଆ ଲେଖା ଯୋଡ଼ି ପାରିବେ ବା ପୁରୁଣା ଲେଖାକୁ ବଦଳାଇ ପାରିବେ ।

ଉଇକିପିଡ଼ିଆରେ ଆପଣ ଲେଖୁଥିବା ସବୁଯାକ ଲେଖା ନିରପେକ୍ଷ ହେବା ଦରକାର । ଲେଖାଗୁଡ଼ିକ ଜିଏନଇଉ ମୁକ୍ତ ଦସ୍ତାବିଜ ଲାଇସେନ୍ସ(GFDL) ହେବା ଉଚିତ ।

ଓଡ଼ିଆ ଉଇକିପିଡ଼ିଆ ସହ କେମିତି ଯୋଡ଼ିବେ ନିଜକୁ

ଓଡ଼ିଆ ଉଇକିପିଡ଼ିଆରେ ଲେଖିବା/ବଦଳାଇବାର ସୁବିଧା ଅଛି, ଅଧିକ ସୁବିଧା ପାଇଁ ନିଜର ଖାତାଟିଏ ଖୋଲନ୍ତୁ

ଏସବୁ ବି ଦେଖନ୍ତୁ

ଉଇକିପିଡ଼ିଆ ଉପରେ ଆହୁରି ଅଧିକ ଜାଣିବା ପାଇଁ ସାହାଯ୍ୟ ଦେଖନ୍ତୁ ।