Svoboda | Graniru | BBC Russia | Golosameriki | Facebook
Jump to content

ଅନନ୍ତନାଗ

ଉଇକିପିଡ଼ିଆ‌ରୁ
ଅନନ୍ତନାଗ
Anantnag
اننت ناگ
ସହର
Wide View of Anantnag City
Wide View of Anantnag City
ଦେଶ ଭାରତ
ରାଜ୍ୟ Jammu and Kashmir
ଜିଲ୍ଲାଅନନ୍ତନାଗ
ସ୍ଥାପନା5000 BCE
Area
 • ସମୁଦାୟ2,917 km2 (1,126 sq mi)
Elevation
1,601 m (5,253 ft)
Population
 (୨୦୧୧)
 • Total୧,୦୮,୫୦୫
 • Density37/km2 (96/sq mi)
ଭାଷା
 • ସରକାରୀଉର୍ଦ୍ଦୁ[୧]
 • ଆଞ୍ଚଳିକକାଶ୍ମିରୀ
Time zoneUTC+୫:୩୦ (IST)
ପିନ୍
ଟେଲିଫୋନ କୋଡ଼୦୧୯୩୨
ଯାନବାହାନ ପଞ୍ଚୀକରଣJK 03
Sex ratio1000 /927
ସାକ୍ଷରତା୬୨.୬୯%
Websiteanantnag.nic.in


ଅନନ୍ତନାଗ (ଉର୍ଦ୍ଦୁ: اننت ناگ /əˈnæntˌnæg/ or /-nɑːg/ listen ; Kashmiri: [anaṁtnāg] Error: {{Lang}}: text has italic markup (help); lit. "Countless springs")[୨] ଏକ ଭାରତୀୟ ସହର ଅଞ୍ଚଳ କମିଟି (Town Area Committee) ଅଟେ । ଏହା ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ଅନନ୍ତନାଗ ୩୩.୭୨୯୯ ଉତ୍ତର ଅକ୍ଷାଂଶ ଓ ୭୫.୧୫୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୫୨୫୨ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅନନ୍ତନାଗ ସହରର ମୋଟ ଜନସଂଖ୍ୟା ୬୩୪୩୭ ଅଟେ ।[୪] ସେଥି ମଧ୍ୟରୁ ୫୪.୮୨% ଜଣ ପରୁଷ ହୋଇଥିବା ବେଳେ ୪୫.୧୮% ଜଣ ନାରୀ ଅଟନ୍ତି । ଅନନ୍ତନାଗର ସାକ୍ଷରତା ହାର ୫୯.୭୬% ଅଟେ । ଏହା ଜାତୀୟ ହାରଠାରୁ ୫.୦୮% ପ୍ରତିଶତ କମ ଅଟେ । ସେଥିରୁ ୩୭.୬୧% ପ୍ରତିଶତ ପୁରୁଷ ଓ ୨୨.୧୫% ନାରୀ ଅଟନ୍ତି । ୧୦.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଉର୍ଦ୍ଦୁ, ଅନନ୍ତନାଗର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Kashmiri: A language of India". Ethnologue. Retrieved 2008-05-14.
  2. an-ant = un-ending, naga = springs.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]