Svoboda | Graniru | BBC Russia | Golosameriki | Facebook
Jump to content

ଅନ୍ତରା କାକ୍

ଉଇକିପିଡ଼ିଆ‌ରୁ
ଅନ୍ତରା କାକ୍
ବୃତ୍ତି(ସମୂହ)ସିନେମା ନିର୍ଦ୍ଦେଶକ
ସିନେମା ନିର୍ମାତା
ସକ୍ରିୟ ବର୍ଷ2002-present
ପିତାମାତା(s)Siddharth Kak
Gita Siddharth

ଅନ୍ତରା କାକ୍ , ଜଣେ ଭାରତୀୟ ମହିଳା ଫିଲ୍ମ ନିର୍ଦ୍ଦେଶକ ଓ ନିର୍ମାତା । [] ତାଙ୍କର ପିତା ସିଦ୍ଧାର୍ଥ କାକ୍ ଓ ମାଁ ଗୀତା ସିଦ୍ଧାର୍ଥ ଭାରତୀୟ ଫିଲ୍ମ ଜଗତରେ ଜଣାଶୁଣା ଥିଲେ । ଅନ୍ତରା ତାଙ୍କର ପ୍ରଥମ ଫିଲ୍ମ " A  Life in Dance -Dakshya Seth " ନାମକ ଏକ ଡକୁମେନ୍ତରି ଥିଲା ଓ ସେ ଏଥିରେ ଅନେକ ପୁରସ୍କାର ଓ ପ୍ରଶଂସା ପାଇଥିଲେ । 

ପ୍ରାରମ୍ଭିକ ଜୀବନୀ 

[ସମ୍ପାଦନା]

ଅନ୍ତରା ଇଂରାଜୀ ଭାଷା ଓ ସାହିତ୍ୟରେ ମିଥିବାଇ କଲେଜରେ ପଢ଼ିଥିଲେ । []

ଫିଲ୍ମୋଗ୍ରାଫି 

[ସମ୍ପାଦନା]
Year Film Director Producer Writer Notes
2002 A Life in Dance-Daksha Sheth Yes Yes Won IDPA (Indian Documentary Producers Association) award for the debutant director
2006 Mano Ya Na Mano Yes