Svoboda | Graniru | BBC Russia | Golosameriki | Facebook
Jump to content

ଆମପାଣି

ଉଇକିପିଡ଼ିଆ‌ରୁ
ଆମପାଣି
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି ଜିଲ୍ଲା
ପଞ୍ଚାୟତ ସମିତିକୋକସରା
ଗ୍ରାମ ପଞ୍ଚାୟତଆମପାଣି
ତହସିଲକୋକସରା
Time zoneIST (+୫.୩୦)
ଡାକ କୋଡ଼
୭୬୬୦୬୮[୧]
Area code୦୬୬୭୨
ଯାନବାହାନ ପଞ୍ଚୀକରଣOD-08

ଆମପାଣି, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ

[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣାଠାରୁ ୭୮ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା

[ସମ୍ପାଦନା]

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି

[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।