Svoboda | Graniru | BBC Russia | Golosameriki | Facebook
Jump to content

ଗାଙ୍ଗଟକ

ଉଇକିପିଡ଼ିଆ‌ରୁ
ଗାଙ୍ଗଟକ
སྒང་ཐོག་
ରାଜଧାନୀ
A view of Gangtok from nearby Ganesh Tok point
A view of Gangtok from nearby Ganesh Tok point
ଦେଶଭାରତ
ରାଜ୍ୟସିକ୍କିମ
ଜିଲ୍ଲାପୂର୍ବ ସିକ୍କିମ
Government
 • MayorK.N Topgay[୧](SDF)
Area
 • ସମୁଦାୟ25 km2 (10 sq mi)
Elevation
1,437 m (4,715 ft)
Population
 (2011)
 • Total୯୮,୬୫୮
 • Density2,000/km2 (5,000/sq mi)
ଭାଷା
 • ସରକାରୀନେପାଳୀ ଭାଷା, Bhutia, Lepcha, Limbu, Newari, Rai, Gurung, Mangar, Sherpa, Tamang and Sunwar
Time zoneUTC+5:30 (IST)
PIN
737101
Telephone code03592
ଯାନବାହାନ ପଞ୍ଚୀକରଣSK-01, SK-02, SK-03, SK-04


ଗାଙ୍ଗଟକ ସହର ଭାରତର ଉତ୍ତର-ପୂର୍ବାଞ୍ଚଳରେ ଅବସ୍ଥିତ 'ସିକ୍କିମ' ରାଜ୍ୟର ରାଜଧାନୀ |

ଭୂଗୋଳ

[ସମ୍ପାଦନା]

ଜନସଂଖ୍ୟା

[ସମ୍ପାଦନା]

ଗାଙ୍ଗଟକର ଜନସଂଖ୍ୟା 2011 ଜନଗଣନା ରେ[୨] 1000,286 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52,459 ଥିବା ବେଳେ ମହିଳା ସଂଖ୍ୟା 47,827 ରହିଥିଲା । 6 ବର୍ଷରୁ କମସଂଖ୍ୟା ଏଠାରେ 9.24 % ଥିଲା । ସାକ୍ଷ୍ୟରତା ହାର 89.33 % ଥିଲା , ଯାହା ସର୍ବଭାରତୀୟ ହାର ଓ ସିକ୍କିମ ରାଜ୍ୟ ହାରଠାରୁ ଅଧିକ ଥିଲା । ଏଠାରେ ସମୁଦାୟ 23,773 ପାରିବାରିକ ବାସ ଗୃହ ଥିବାର ଜଣାଯାଏ ।

ଇତିହାସ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]

ଗ୍ୟାଲେରି

[ସମ୍ପାଦନା]

ଅଧିକ ତଥ୍ୟ

[ସମ୍ପାଦନା]
  • India travel guide from Wikivoyage