Svoboda | Graniru | BBC Russia | Golosameriki | Facebook
Jump to content

ଟ୍ରାପିଜିଅମ

ଉଇକିପିଡ଼ିଆ‌ରୁ
ଟ୍ରାପିଜିଅମ୍
Trapezoid
Typequadrilateral
Edges and vertices4
Area
Propertiesconvex

ୟୁକ୍ଲିଡୀୟ ଜ୍ୟାମିତି ଅନୁସାରେ, ଏକ ଉତ୍ତଳ ଚତୁର୍ଭୁଜର ଯଦି ଅତିକମରେ ଦୁଇଟି ବାହୁ ସମାନ୍ତର ହୁଅନ୍ତି, ତେବେ ଏହି ଚତୁର୍ଭୁଜକୁ ଟ୍ରାପିଜିଅମ କୁହାଯାଏ । ଆମେରିକୀୟ ଇଂରାଜୀରେ ଏହାକୁ ଟ୍ରାପିଜୋଏଡ (trapezoid) ବ୍ୟବହାର ହେଉଥିବା ବେଳେ ବ୍ରିଟିଶ ଇଂରାଜୀରେ ଟ୍ରାପିଜିଅମ (trapezium) ବ୍ୟବହାର ହୋଇଥାଏ । ଆମେରିକୀୟ ଇଂରାଜୀ ବ୍ୟତୀତ ବିଶ୍ୱର ଅନ୍ୟ ସମସ୍ତ ଇଂରାଜୀରେ ଏହାକୁ ଟ୍ରାପିଜିଅମ କୁହାଯାଏ ।

ନାମକରଣ[ସମ୍ପାଦନା]

ଧର୍ମ[ସମ୍ପାଦନା]

ଗାଣିତିକ ସମାଧାନ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]