Svoboda | Graniru | BBC Russia | Golosameriki | Facebook
Jump to content

ବିଜୁ ଜନତା ଦଳ

ଉଇକିପିଡ଼ିଆ‌ରୁ
ବିଜୁ ଜନତା ଦଳ ପତାକା
ବିଜୁ ଜନତା ଦଳ
ଅଧକ୍ଷନବୀନ ପଟ୍ଟନାୟକ
ଗଠନ୨୬ ଡିସେମ୍ବର ୧୯୯୭
ମୁଖ୍ୟ କାର୍ଯ୍ୟାଳୟ6R/3, ୟୁନିଟ୍-୬, ଫରେଷ୍ଟ୍ ପାର୍କ୍, ଭୁବନେଶ୍ୱର, ଓଡ଼ିଶା
ବିଚାରଧାରା ଓଡ଼ିଆ ଜାତୀୟତା
ଆଞ୍ଚଳିକତା
ଧର୍ମ ନିରପେକ୍ଷତା
ରାଜନୈତିକ ଅବସ୍ଥାନ କେନ୍ଦ୍ରବାଦୀ
କେନ୍ଦ୍ର-ବାମ ପନ୍ଥୀ
ମେଣ୍ଟଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ ଡି ଏ)(୧୯୯୮–୨୦୦୯)
ତୃତୀୟ ସାମ୍ମୁଖ୍ୟ(୨୦୦୯)
ଲୋକସଭାରେ ଆସନ ସଂଖ୍ୟା
୦ / ୫୪୩
ରାଜ୍ୟସଭାରେ ଆସନ ସଂଖ୍ୟା
୯ / ୨୪୫
ସଂସଦରେ ଆସନ ସଂଖ୍ୟା
୫୧ / ୧୪୭

ଓଡ଼ିଶା ବିଧାନସଭା
ୱେବସାଇଟ
www.bjdodisha.org.in/

ବିଜୁ ଜନତା ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ । ବର୍ତ୍ତମାନ ଓଡ଼ିଶା ବିଧାନ ସଭାରେ ଏହି ଦଳର ସର୍ବାଧିକ ବିଧାୟକ ଅଛନ୍ତି । ଏହି ଦଳ ୨୬ ଡିସେମ୍ବର ୧୯୯୭ରେ ଗଠନ କରାଯାଇଥିଲା ।

ଆଧାର

ବାହାର ଆଧାର