Svoboda | Graniru | BBC Russia | Golosameriki | Facebook
Jump to content

ଯୋଡ଼ା

Coordinates: 22°01′00″N 85°26′00″E / 22.01667°N 85.43333°E / 22.01667; 85.43333
ଉଇକିପିଡ଼ିଆ‌ରୁ
ଯୋଡ଼ା
—  ସହର  —
ଯୋଡ଼ା
ଯୋଡ଼ାର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 22°01′00″N 85°26′00″E / 22.01667°N 85.43333°E / 22.01667; 85.43333
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ କେନ୍ଦୁଝର
ଲୋକସଂଖ୍ୟା

ଘନତା

୩୮,୬୮୯ (2001)

1,248/km2 (3,232/sq mi)

ପୁରୁଷ-ନାରୀ ଅନୁପାତ 872 /
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା 31 square kilometres (12 sq mi)
କୋଡ଼

ଯୋଡ଼ା , କେନ୍ଦୁଝର ଜିଲ୍ଲାର ଏକ ଉପଖଣ୍ଡ । ଯୋଡ଼ା ଓ ଏହା ଆଖପାଖର ଖଣିମାନଙ୍କୁ ଆଧାର କରି ଏହି ସହର ଗଢ଼ି ଉଠିଛି।

ଅବସ୍ଥିତି

[ସମ୍ପାଦନା]

କେନ୍ଦୁଝର ସଦର ମହକୁମାରୁ ନ୨୧୫ମ୍ବର ଜାତୀୟ ରାଜପଥରେ ଉତ୍ତରକୁ ପ୍ରାୟ ୬୫ କି.ମି. ଦୂରରେ ଯୋଡ଼ା ଅବସ୍ଥିତ। କେନ୍ଦୁଝର, ବଡ଼ବିଲ, କୋଲକାତା, ବାରିପଦା, କଟକ ତଥା ରାଜଧାନୀ ଭୁବନେଶ୍ୱରରୁ ଏଠାକୁ ନିୟମିତ ବସ୍‌ ଚଳାଚଳ କରିଥାଏ। ଯୋଡ଼ାର ନିକଟତମ ରେଳ ଷ୍ଟେସନ ହେଉଛି ବାଂଶପାଣି। ଖଣି ଅଞ୍ଚଳ ଅର୍ଥନୈତିକ କାରବାରକୁ ଭିତ୍ତି କରି ଏଠାରେ ୧୬ଟି ବ୍ୟାଙ୍କର ଶାଖା ସ୍ଥାପନ ହୋଇଛି।

  • ବ୍ୟଙ୍କ ଅଫ ଇଣ୍ଡିଆ
  • ଭାରତୀୟ ଷ୍ଟେଟ ବ୍ୟାଙ୍କ
  • ଆଇସିଆଇସିଆଇ ବ୍ୟାଙ୍କ
  • ଇଣ୍ଡସ୍‌ଇଣ୍ଡ ବ୍ୟଙ୍କ
  • ଆନ୍ଧ୍ର ବ୍ୟାଙ୍କ
  • କାନାରା ବ୍ୟାଙ୍କ
  • କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ
  • ବ୍ୟାଙ୍କ ଅଫ୍‌ ବରୋଦା
  • ଇଣ୍ଡିଆନ ଓଭରସୀଜ୍‌ ବ୍ୟାଙ୍କ
  • କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ
  • ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
  • ଏକ୍ସିସ୍‌ ବ୍ୟାଙ୍କ
  • ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ
  • ଇଣ୍ଡିଆନ ବ୍ୟାଙ୍କ
  • ଏଚଡିଏଫସି ବ୍ୟାଙ୍କ
  • ଆଇଡିବିଆଇ ବ୍ୟାଙ୍କ

ବ୍ୟାଙ୍କମାନଙ୍କର କ୍ଲିୟରିଂ ହାଉସ୍‌ ବ୍ୟାଙ୍କ ଅଫ ଇଣ୍ଡିଆରେ ଅଛି।

ଶିକ୍ଷା

[ସମ୍ପାଦନା]

ଯୋଡ଼ାରେ ନିମ୍ନଲିଖିତ ଶିକ୍ଷାନୁଷ୍ଠାନମାନ ଅଛି।

ବିଦ୍ୟାଳୟ

[ସମ୍ପାଦନା]
  • ଟାଟା ଡିଏଭି ସ୍କୁଲ
  • ସେଣ୍ଟ୍‌ ଟେରେସା ସ୍କୁଲ
  • ଯୋଡ଼ା ଉଚ୍ଚ ବିଦ୍ୟାଳୟ
  • ଯୋଡ଼ା ଭ୍ୟାଲି ବାଳିକା ଉଚ୍ଚ ବିଦ୍ୟାଳୟ
  • ବନେଇକଳା ଉଚ୍ଚ ବିଦ୍ୟାଳୟ
  • ବିଚାକୁଣ୍ଡି ଉଚ୍ଚ ବିଦ୍ୟାଳୟ

ଯୋଡ଼ା ମହିଳା ମହାବିଦ୍ୟାଳୟ

ଦର୍ଶନୀୟ ସ୍ଥାନ

[ସମ୍ପାଦନା]

ଟାଟା ଷ୍ଟିଲ୍‌ଦ୍ୱାରା ଏଠାରେ ଏକ ବର୍ଷାଜଳ ସଂରକ୍ଷଣ ପାର୍କ ନିର୍ମିତ ହୋଇଛି।

ଯୋଡ଼ାର ସବୁଠୁ ବଡ଼ ଲୌହ ଖଣି

କାର୍ତ୍ତିକ ମାସରେ ଆୟୋଜିତ ହେଉଥିବା ଲକ୍ଷ୍ମୀପୂଜା ଯୋଡ଼ାର ସବୁଠୁ ବଡ଼ ଜନଗହଳି ପୂର୍ଣ ମେଳା।