Svoboda | Graniru | BBC Russia | Golosameriki | Facebook
Jump to content

ତସଲିମା ନସରିନ

ଉଇକିପିଡ଼ିଆ‌ରୁ
(Taslima Nasrinରୁ ଲେଉଟି ଆସିଛି)
ତସଲିମା ନସରିନ
ବିଶ୍ୱ ନାସ୍ତିକ ସମ୍ମିଳନୀ ୨୦୧୦ରେ ଭାଷଣ ଦେବା ସମୟରେ ତସଲିମା ନସରିନ
ବିଶ୍ୱ ନାସ୍ତିକ ସମ୍ମିଳନୀ ୨୦୧୦ରେ ଭାଷଣ ଦେବା ସମୟରେ ତସଲିମା ନସରିନ
ଜନ୍ମ ଓ ଜନ୍ମସ୍ଥାନ (1962-08-25) ୨୫ ଅଗଷ୍ଟ ୧୯୬୨ (ବୟସ ୬୧)
ମଇମନସିଂହ, ବଙ୍ଗଳା ଦେଶ
ବୃତ୍ତିକବି, ସ୍ତମ୍ଭକାର, ଔପ୍ୟନ୍ୟାସିକା
ଜାତୀୟତାବଙ୍ଗଳାଦେଶୀ, ସୁଇଡେନିୟ
ସମୟ୧୯୭୩ – ଅଧୁନା
ବିଷୟମାନବବାଦୀ
ସାହିତ୍ୟର ଆନ୍ଦୋଳନନାରୀ ଅଧିକାର, ମାନବାଧିକର, ଧର୍ମନିରପେକ୍ଷ ଆନ୍ଦୋଳନ

ଦସ୍ତଖତ
ୱେବସାଇଟ
Official website

ତସଲିମା ନସରିନ (ଜନ୍ମ ୨୫ ଅଗଷ୍ଟ ୧୯୬୨) ଜଣେ ବଙ୍ଗଳାଦେଶର ପୁରାତନ ଡାକ୍ତର ଓ ବଙ୍ଗଳା ଲେଖିକା । ସେ ୧୯୯୪ଠାରୁ ଆତ୍ମନିର୍ବାନରେ ରହୁଅଛନ୍ତି । ୧୯୮୦ରୁ ଆରମ୍ଭ କରି ୨୦ ଦଶକ ଭିତରେ ସେ ଜଣେ ନାରିବାଦୀଇସଲାମ ବିରୋଧି ଲେଖିକା ଭାବରେ ଲୋକଲୋଚନକୁ ଆସିଥିଲେ ।

୧୯୯୪ରେ ବଙ୍ଗଳାଦେଶ ଛାଡ଼ିବା ପରେ ସେ ଅନେକ ଦେଶରେ ରହି ଆସିଛନ୍ତି ।[] ଅଧୁନା ସେ (ଜୁନ ୨୦୧୧ ଠାରୁ) ନୂଆ ଦିଲ୍ଲୀରେ ରହୁଛନ୍ତି ।.[] ସେ ଧର୍ମନିରପେକ୍ଷ, ମାନବବାଦୀ, ଚିନ୍ତାର ସ୍ୱାଧୀନତା, ଆଇନ ଆଗରେ ସଭିଙ୍କୁ ସମାନ ଅଧିକାର, ନାରୀ ଅଧିକାର ଆଦି ନିମନ୍ତେ ଜନମତ ଗଠନରେ ସକ୍ରିୟ ।

  1. Chazan, David (1999-01-26). "World: South Asia: Taslima goes back into exile". BBC. Retrieved 2009-05-28.
  2. “I am a Bengali writer, I need to live in Bengal” Open the Magazine, 2011-June-1